ପଛ ଘୁଞ୍ଚା Pachha ghuṇchā

  • ଦେ. ବି — ପଶ୍ଚାତ୍ପଦ ହେବା — Back sliding; shrinking back
  • ଦେ. ବି — (ଲକ୍ଷଣାର୍ଥ) ଅନିଚ୍ଛା ପ୍ରକାଶ — (fig) Unwillingness
  • ଦେ. ବି — ପ୍ରାସମାନଙ୍କରେ ପରାସ କେତେ ହାତୀ, ପାଇ ପଛଘୁଞ୍ଚା ଦେଲେ ଅତି। କୃଷ୍ଣସିଂହ. ମହାଭାରତ. ଭୀଷ୍ମ।