ପଛ କରିବା Pachha karibā

  • ଦେ. କ୍ରି — ପିଠି ବୁଲାଇ ଦେବା — To turn one's back upon
  • ଦେ. କ୍ରି — (ଲକ୍ଷଣାର୍ଥ) ଅନାସ୍ଥା କରିବା — (figurative) To neglect
  • ଦେ. କ୍ରି — ନୂଆ ନୂଆ ଦିନା କେତେ, ନୂଆ ଦେଖି ପୁରୁଣା ପାସୋରି ଦେଲୁ, ପଛ କରି ଦେଲୁ ମତେ—ଢଗ।