ପଚିଶା କୁଟା Pachiṡā kuṭā
- ଦେ. ବି — 'କୁଟା' ତଳେ ନୋଟ୍ ଦେଖ — See notes under 'Kuṭā'
- ଦେ. ବି — 25 ଗୌଣୀ ଧାନ କୁଟାଳିକୁ ଦେଲେ ସେ 10 ଗୌଣୀ ଉସୁନା ଚାଉଳ ଦେବାର ରୀତି — 25ଗୌଣୀ ଧାନ କୁଟାଳିକୁ ଦେଲେ ସେ10ଗୌଣୀ ଉସୁନା ଚାଉଳ ଦେବାର ରୀତି— The practice of delivery of 10 measures of parboiled rice on receipt of 25 measures of paddy