ପଚପଚିଆ ମାଲ Pachapachiā māla

  • ଦେ. ବି. (ବ୍ୟଙ୍ଗ୍ୟୋକ୍ତି ବା ରସୋକ୍ତି) — ଘୃତପକ୍ୱ ବା ଘୃତଦୁଗ୍ଧାଦି ମିଶ୍ରିତ କୋମଳ ସୁଖସେବ୍ୟ ମିଷ୍ଟାନ୍ନାଦି — (witticism) Delicacies and sweets soft to the taste and fried in or mixed with ghee, milk etc