ପଚନାଗ୍ନି Pachanāgni

  • ସଂ. ବି. (ବହୁବ୍ରୀହି; ପଚନ କର୍ମ ସମ୍ପନ୍ନ ହୁଏ ଯେଉଁ ଅଗ୍ନିଦ୍ୱାରା) — ଜଠରାଗ୍ନି — The gastric heat; the digestive fire of the belly