ପଙ୍ଗପାଳ Paṅgapāḻa
- ଦେ. ବି—(ସଂ. ପତଙ୍ଗ ଓ ପାଳ=ପଂକ୍ତି) — ଝିଟିଙ୍କା; ଋଜୁ। ପତ୍ରୀ ଶସ୍ୟଭୋଜୀ ପତଙ୍ଗବିଶେଷ — Locust; grasshopper; Acridium
- ଦେ. ବି—(ସଂ. ପତଙ୍ଗ ଓ ପାଳ=ପଂକ୍ତି) — [ଦ୍ର—ଏମାନେ ଦଳ ଦଳ ହୋଇ ଦେଶଦେଶାନ୍ତରରୁ ଉଡ଼ି ଆସି ଶସ୍ୟକ୍ଷେତ୍ରରେ ପଡ଼ି ଶସ୍ୟଆଦି ଖାଇ ନିଃଶେଷ କରନ୍ତି। ଏମାନେ 6 ଟି 'ଭୀତି' ବା ବିପଦ ମଧ୍ୟରୁ ଏକତମ।] — [ଦ୍ର—ଏମାନେ ଦଳ ଦଳ ହୋଇ ଦେଶଦେଶାନ୍ତରରୁ ଉଡ଼ି ଆସି ଶସ୍ୟକ୍ଷେତ୍ରରେ ପଡ଼ି ଶସ୍ୟଆଦି ଖାଇ ନିଃଶେଷ କରନ୍ତି ଏମାନେ6ଟି 'ଭୀତି' ବା ବିପଦ ମଧ୍ୟରୁ ଏକତମ]