ପଙ୍କଜ Paṅkaja

  • ସଂ. ବି. (ପଙ୍କ+ଜନ୍ ଧାତୁ+ କର୍ତ୍ତୃ. ଅ) — ପଦ୍ମ — Lotus
  • ସଂ. ବି. (ପଙ୍କ+ଜନ୍ ଧାତୁ+ କର୍ତ୍ତୃ. ଅ) — ସାରସପକ୍ଷୀ — A kind of Indian crane
  • ଦେ. ବି. ପୁଂ — ଲୋକଙ୍କ ନାମ — Name given to males
  • ଦେ. ବି. ପୁଂ — [ଦ୍ର—ଏହା ଯୋଗରୂଢ଼ ଶବ୍ଦ।]