ପଙ୍କ ଉଝାଳିବା Paṅka ujhāḻibā

  • ଦେ. କ୍ରି (ସଂ. ପଙ୍କ ଓ ଉଦ୍ଧାର) — ପୋଖରୀ ବା କୂଅ ତଳୁ ପଙ୍କ ଉଠାଇବା — To clear mud from the bottom of a tank or well