ପଙ୍କ ଉଝଳା Paṅka ujhaḻā

  • ଦେ. ବି. (ସଂ. ପଙ୍କ ଓ ଉଦ୍ଧାର) — ପୋଖରୀ ବା କୂଅର ତଳରୁ ପଙ୍କ କାଢ଼ିବା କର୍ମ; ପଙ୍କୋଦ୍ଧାର — Cleaning of mud from the bottom of a tank or well