ପଗଲାଇବା Pagalāibā

  • ଦେ. କ୍ରି — ବାରଚାଉଳେଇ କଥା କହିବା; ପାଗଳ ପରି କଥା କହିବା — To talk like a mad man
  • ଦେ. କ୍ରି — କଥାରେ ଭଣ୍ଡାଇ ଦେବା — To inveigle