ପଗରା Pagarā

  • ଦେ. ବି. (ବଣିଆ ଶବ୍ଦ) — ସୁନା ରୁଦ୍ରାକ୍ଷ କଣ୍ଠି କିମ୍ବା ସୁନା ବା ରୂପା କଙ୍କଣ ସୁନ୍ଦର ଦିଶିବା ଲାଗି ଯେଉଁ ସରୁ ସରୁ ଗାର କଟା ଯାଇଥାଏ; ନକାସୀ — Artistic lines drawn on ornaments consisting of golden balls