ପଗାର Pagāra

  • ଦେ. ବି. (ସଂ. ପ୍ରାକାର ବା ପ୍ରାଗାର) — କ୍ଷେତ୍ରର ହିଡ଼; ସୀମାବଦ୍ଧ — Ridge round a field
  • ଦେ. ବି. (ସଂ. ପ୍ରାକାର ବା ପ୍ରାଗାର) — କ୍ଷେତ୍ରର ସୀମା ହିଡ଼ ଉପରେ ଦିଆଯାଇଥିବା ବାଡ଼ — A fence raised over the ridge of a field
  • ପ୍ରାଦେ. (ମେଦିନୀପୁର) ବି — ଉଦ୍ୟାନ ବା କ୍ଷେତ୍ରର ଚାରିପାଖେ ଖୋଳାଯିବା ଚଉଡ଼ା ଓ ଗଭୀର ଗାତ — Deep and wide ditch round a cornfield or a garden