ପକ୍ୱାନ୍ନ Pakwānna

  • ସଂ. ବି. (କର୍ମଧା; ପକ୍ୱ+ଅନ୍ନ) — ରନ୍ଧା ଯାଇଥିବା ଖାଦ୍ୟ — Cooked food
  • ସଂ. ବି. (କର୍ମଧା; ପକ୍ୱ+ଅନ୍ନ) — ଘୃତପକ୍ୱ ମିଷ୍ଟାନ୍ନ; ପଲଉ — Dainty sweets prepared with ghee; rich food