ପକ୍ଷୋଦ୍ଗମ Pakshodgama

  • ସଂ. ବି. ( 6 ଷ୍ଠୀ ତତ୍; ପକ୍ଷ+ଉଦ୍ଗମ) — ପକ୍ଷୀର ଦେହରେ ପକ୍ଷର ଉତ୍ପତ୍ତି — The coming out of the wings on the body of a bird