ପକ୍ଷିରାଜ Pakshirāja

  • ସଂ. ବି. ପୁଂ. ( 7 ମୀ ତତ୍; ପକ୍ଷିନ୍+ରାଜନ୍; 1 ମା. 1 ବ) — ଶ୍ରେଷ୍ଠ ପକ୍ଷୀ — An excellent bird
  • ସଂ. ବି. ପୁଂ. ( 7 ମୀ ତତ୍; ପକ୍ଷିନ୍+ରାଜନ୍; 1 ମା. 1 ବ) — ଗରୁଡ଼ — Garuṟḍ̠a
  • ସଂ. ବି. ପୁଂ. ( 7 ମୀ ତତ୍; ପକ୍ଷିନ୍+ରାଜନ୍; 1 ମା. 1 ବ) — ମୟୂର — Peacock
  • ଦେ. ବି. — କାହାଣୀରେ ବର୍ଣ୍ଣିତ ପକ୍ଷବିଶିଷ୍ଟ ଘୋଟକ — The winged horse of the folktales