ପକ୍ଷିଣୀ Pakshiṇī

  • ସଂ. ବି. ସ୍ତ୍ରୀ. (ପକ୍ଷ+ଇନ୍+ ସ୍ତ୍ରୀ. ଈ) — ସ୍ତ୍ରୀ ପକ୍ଷୀ — A she-bird
  • ସଂ. ବି. ସ୍ତ୍ରୀ. (ପକ୍ଷ+ଇନ୍+ ସ୍ତ୍ରୀ. ଈ) — ଦୁଇ ଦିବା ଓ ତନ୍ମଧ୍ୟସ୍ଥ ରାତ୍ରି — Two days and the night between them; a period of 36 hours beginning from dawn