ପକ୍ଷିଚଟା Pakshichaṭā

  • ଦେ. ବି. (ସଂ. ପକ୍ଷୀ ଓ ଜଟାୟୁ) — ରାମାୟଣବର୍ଣ୍ଣିତ ଜଟାୟୁ ନାମକ ଗୃଧ୍ରରାଜ — Name of the king of vultures mentioned in the Rāmāyaṇa
  • ଦେ. ବି. (ସଂ. ପକ୍ଷୀ ଓ ଜଟାୟୁ) — [ଦ୍ର—ଏ ଦଶରଥଙ୍କର ମିତ୍ର ଥିଲେ।]