ପକ୍ଷି ପାଣି Pakshi pāṇi
- ଦେ. ବି. — ଗୁହୁକାଳିକା ଓ କୋଚିଲାଖାଇ ଆଦି ପକ୍ଷୀଙ୍କ ପକ୍ଷକୁ ପାଣିରେ ସିଦ୍ଧ କରି ସନ୍ନିପାତ ଓ ଆମବାତ ଆଦି ରୋଗରେ ଦିଆଯିବା ପାନୀୟବିଶେଷ — A broth prepared by boiling the wing of certain birds and used as a medicine for certain diseases (e.g. rheumatism)