ପକ୍ଷାଘାତ Pakshāghāta

  • ସଂ. ବି. ( 6 ଷ୍ଠୀ ତତ୍; ପକ୍ଷ+ଆଘାତ) — ବାତ ବ୍ୟାଧିବିଶେଷ; ଏକାଙ୍ଗୀ ବାତ (ଯହିଁରେ ଅଙ୍ଗପ୍ରତ୍ୟଙ୍ଗ ଅବଶ ହୁଏ) — Paralysis; palsey