ପକ୍ଷପାତ Pakshapāta

  • ସଂ. ବି. (ପକ୍ଷ+ପାତ) — ଏକ ପକ୍ଷ ପ୍ରତି ଅନ୍ୟାୟ ଆସକ୍ତି — Partiality
  • ସଂ. ବି. (ପକ୍ଷ+ପାତ) — ଗୋଟିଏ ପାଖକୁ ଆଉଜିବା — Inclining to ones
  • ଦେ. ବିଣ. — ପକ୍ଷପାତୀ — Partial; one sided; prejudiced