ପକ୍ଷକ ଲୋକ Pakshaka loka

  • ଦେ. (ପଦ୍ୟ) ବି. — ଭକ୍ତ — A devotee
  • ଦେ. (ପଦ୍ୟ) ବି. — ବଇକୁଣ୍ଠ—ପକ୍ଷକ—ଲୋକ ତୋଷିତ। ଭଞ୍ଜ. ବୈଦେହୀଶବିଳାସ।