ପକ୍ଷ ଧରିବା Paksha dharibā

  • ଦେ. କ୍ରି — ବିବାଦରେ କୌଣସି ପକ୍ଷ ଗ୍ରହଣ କରିବା — To take a side in a dispute
  • ଦେ. କ୍ରି — ପାଣ୍ଡୁ ସୂତଙ୍କର ତୁମ୍ଭର ହେଲେ ଗୋଳ, ପକ୍ଷ ଧରି ରହିବାକୁ ମୋର ନାହିଁ ବଳ। କୃଷ୍ଣସିଂହ. ମହାଭାରତ।
  • ଦେ. କ୍ରି — ପକ୍ଷପାତୀ ହେବା; ଏକ ପକ୍ଷ ପ୍ରତି ଅନ୍ୟାୟରେ ଆସକ୍ତ ହେବା — To be partial to one party