ପକ୍କିମାଲ୍ Pakki māl

  • ଦେ. ବି. — ଘୃତପକ୍ୱ ଉତ୍କୃଷ୍ଟ ଖାଦ୍ୟ — Excellent or rich food fried in ghee
  • ଦେ. ବି. — ଉତ୍କୃଷ୍ଟ ପଦାର୍ଥ — Excellent thing
  • ଦେ. ବି. — ଦେଶଜାତ ମୌଳିକ ଦ୍ରବ୍ୟରୁ କୌଶଳ ପ୍ରୟୋଗଦ୍ୱାରା ନିର୍ମିତ — Manufactured articles manufactured from raw materials