ପକୋଡ଼ି Pokoṟḍ̠i
- ଦେ. ବି. (ସଂ. ପକ୍ୱବଟକ) — ଫେଣ୍ଟା ହୋଇଥିବା ବୁଟ ବେଶନ ବା ବୁଟ ବଟାକୁ ଘିଅ ବା ତେଲରେ ଛାଙ୍କି ଫୁଲବଡ଼ି ଆକାରରେ ତିଆରି କରିବା ଖାଦ୍ୟ — Small globules of gram-flour mixed with water, made into paste and fried in ghee or oil
- ଦେ. ବି. (ସଂ. ପକ୍ୱବଟକ) — [ଦ୍ର—ଦାକ୍ଷିଣାତ୍ୟରେ ଲଙ୍କାମରିଚ ଫଳକୁ ବୁଟବେଶନ ଆଦିରେ ବୁଡ଼ାଇ ତାକୁ ଘିଅ ବା ତେଲରେ ଛାଣନ୍ତି। ସମୟେ ସମୟେ ବୁଟ ସଙ୍ଗେ ଲଙ୍କା ଓ ପିଆଜ ଆଦି ବଟା ହୋଇ ମଧ୍ୟ ପକୋଡ଼ି ତିଆରି ହୁଏ।]