ପକେଟ୍ ଖରଚ Pakeṭ kharacha
- ବୈଦେ. ବି. (ଇଂ. ପକେଟ୍ ଓ ଆ. ଖର୍ଚ) — ବଡ଼ଲୋକଙ୍କ ପିଲାଙ୍କୁ ବାଜେ ବା ସଉକୀନୀ କରିବାପାଇଁ ଦିଆଯିବା ନିର୍ଦ୍ଦିଷ୍ଟ ଧନ — Pocket allowance
- ବୈଦେ. ବି. (ଇଂ. ପକେଟ୍ ଓ ଆ. ଖର୍ଚ) — ବଡ଼ ଲୋକଙ୍କ ଖାଦ୍ୟ, ପୋଷାକ ଓ ବହିପତ୍ର ଆଦି ପାଇଁ ନିର୍ଦ୍ଧାରିତ ଖରଚ ଛଡ଼ା ବାଜେ ଖରଚ — Private expenses; miscellaneous expenses