ପକାପକି Pakāpaki
- ଦେ. ବି — ଦୁଇଜଣ ଧରାଧରି ହୋଇ ପରସ୍ପରକୁ ତଳେ ପକାଇବା — Mutual throwing down of two combatants
- ଦେ. ବି — ଦୁଇଜଣ ପରସ୍ପର ଉପରକୁ କୌଣସି ପଦାର୍ଥ ପକାଇବା — Mutual throwing of things at each other
- ଦେ. ବିଣ — ପକ୍କା ବା ଠିକଣା ହେଇଥିବା (ବିଷୟ); ସୁସ୍ଥିରୀକୃତ — (any matter) Made permanent or fixed; well settled