ପକେଇବା Pakeibā

  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ସ୍ଥାପନ କରିବା — To place; to put
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ପିନ୍ଧିବା — To put on; to wear
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ଫୋପାଡ଼ିବା; ଫିଙ୍ଗିବା; ନିକ୍ଷେପ କରିବା — To throw away
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ସେ ପଦ ହସ୍ତୁଁ ପକାଇଲି ଦେଖ ଅଭାଗ୍ୟ କର୍ମ କଲି। ଜଗନ୍ନାଥ ଭାଗବତ।
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ଭୂମିସାତ୍ କରିବା — To fell; to throw down on the ground
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — (ଯଥା—ଦୁଇଜଣ ଧୋବା ଗଛଟାକୁ ପକାଇଲେ।)
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ଖାଇବା — To eat; to take
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — (ଯଥା—ସେ ଆଜି ଅଫିମ ଟେଳାଏ ପକାଇଛି।)
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — କୌଣସି ପ୍ରସଙ୍ଗ ଉପସ୍ଥାପିତ କରିବା; ଉତ୍ଥାପନ କରିବା — To put up or introduce a subject; to broach a matter
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ଦେବାର୍ଚ୍ଚନକୁ ଘେନି ଗଲେ ପଣ୍ଡିତ ଜନେ ପକାଇଲେ। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — (ପଙ୍ଖାଆଦି) ସଞ୍ଚାଳନ କରିବା — To wave; to move
  • ଦେ. କ୍ରି.— (ସଂ. ପ୍ରକ୍ଷେପ; ତୁଳ.ପାଲି. ପକ୍ଖଅ; ପଡ଼ିବାର ଣିଜନ୍ତରୂପ) — ଚାମର ପକାଇ ମାନସ କଲା ପୂର୍ଣ୍ଣ। କୃଷ୍ଣସିଂହ, ମହାଭାରତ, ବନ।