ପକାଇ ରଖିବା
- ଦେ. କ୍ରି. — କୌଣସି ପଦାର୍ଥକୁ ସ୍ଥାନାନ୍ତରିତ ବା ବ୍ଯବହାର ନ କରି ଏକସ୍ଥାନରେ ପଡ଼ି ରହିବାର ଉପାୟ କରିବା।
- ଦେ. କ୍ରି. — (ଯଥା—ମୂର୍ଦ୍ଦାରକୁ ଗାଆଁବାଲାମାନେ 3 ଦିନ ପକେଇ ରଖିଲେ। ହତିଆରକୁ ବ୍ଯବାହାର ନ କରି ପକେଇ ରଖିଲେ କଳଙ୍କି ହୋଇଯାଏ।) — (ଯଥା—ମୂର୍ଦ୍ଦାରକୁ ଗାଆଁବାଲାମାନେ3ଦିନ ପକେଇ ରଖିଲେ ହତିଆରକୁ ବ୍ଯବାହାର ନ କରି ପକେଇ ରଖିଲେ କଳଙ୍କି ହୋଇଯାଏ)
- ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟକୁ ଶୀଘ୍ର ଶେଷ ନ କରିବା।