ପଏରବ୍ କାର୍ Paerabkār

  • ଦେ. ବି. (କଚିରିଆ) (ଫା. ପୈରବ୍+ସଂ. କାର) — ମକଦମାରେ ଯେଉଁ ଲୋକ ସମସ୍ତ ଆନୁସଙ୍ଗିକ ତଦ୍ବୀର୍ କରେ; ତଦ୍ବୀରକାର — A person who looks after the necessary arrangements of a case