ପଏଣ୍ଟର୍ Paeṇṭar

  • ବୈଦେ. ବି (ଇଂ. ପଏଣ୍ଟର୍) — ଏକପ୍ରକାର ଶିକାରୀ ଛୋଟ ବିଲାତି କୁକୁର — A pointer (dog)
  • ବୈଦେ. ବି (ଇଂ. ପଏଣ୍ଟର୍) — ଯହିଁରେ କୌଣସି ସ୍ଥାନ ବା ବସ୍ତୁ ନିର୍ଦ୍ଦେଶ କରାଯାଏ — Pointer; a pointing stick