ପଉର୍ଣ୍ଣମୀ Paurṇṇamī

  • ଗ୍ରା. ବି. (ପଦ୍ୟ) (ସଂ. ପୌର୍ଣ୍ଣମୀ) — ଚାନ୍ଦ୍ର ମାସର ଶେଷ ଦିନ, ଯେଉଁ ଦିନ ଚନ୍ଦ୍ର ପୂର୍ଣ୍ଣକଳା ବିଶିଷ୍ଟ ହେଇ ଉଦିତ ହୁଅନ୍ତି — Full-moon day