ପଇସା ମୁଡ଼ୀ Paisā muṟḍ̠i

  • ପ୍ରାଦେ. (ସମ୍ବଲପୁର) ବି. (ଯେ ପଇସା ପାଇଁ ମୁଣ୍ଡ ବିକେ; ତୁଳ. ହି. ପୈସା ମୁଁଡ଼ୀ=ଯେଉଁ ସ୍ତ୍ରୀ ଠକି କରି ଧନ ନିଏ) — ବେଶ୍ୟା; ଦାରୀ — Prostitute