ପଇସା ଭଙ୍ଗାଇବା Paisā bhaṅgāibā

  • ଦେ. କ୍ରି — ଟଙ୍କା ବା ନୋଟ ଦେଇ ତହିଁ ପରିବର୍ତ୍ତରେ ପଇସା ଆଣିବା; ଟଙ୍କା ଭଙ୍ଗାଇବା — To exchange notes or silver coins into copper coins
  • ଦେ. କ୍ରି — [ଦ୍ର—ଏହା ପ୍ରକୃତରେ ଟଙ୍କା ବା ନୋଟ ଭଙ୍ଗାଇବା ଅଟେ।]