ପଇସା ବୁଡ଼େଇବା Paisā buṟḍ̠eibā

  • ଦେ. କ୍ରି — ଅନ୍ୟର ପ୍ରାପ୍ୟ ଧନକୁ ତାକୁ ନ ଦେବା — To permanently withhold paying a person his dues
  • ଦେ. କ୍ରି — ଅନ୍ୟର ପ୍ରାପ୍ୟ ଧନକୁ ତମାଦି କରାଇବା — To cause another's dues to become time-barred or unrealisable
  • ଦେ. କ୍ରି — ପଇସା ଗମାଇବା (ଦେଖ) — Paisā gamāibā (See)