ପଇସା ବନ୍ଧେଇବା Paisā bandheibā

  • ଦେ. କ୍ରି — ପଇସାକୁ ଦେଇ ତହିଁ ବଦଳରେ ଟଙ୍କା ଆଣିବା; ଟଙ୍କା ବନ୍ଧାଇବା — To exchange copper into silver or other coins; to change copper into currency notes