ପଇସା ପାରି ଶୋଇବା Paisā pāri ṡoibā

  • ଦେ. କ୍ରି. (ଆକ୍ଷରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା) — ଖୁବ୍ ଧନୀ ହେବା — To be immensely rich
  • ଦେ. କ୍ରି. (ଆକ୍ଷରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା) — ଧନ ପ୍ରତି ଅତ୍ୟନ୍ତ ଲୋଭାସକ୍ତ ବା ମାୟାଗ୍ରସ୍ତ ହେବା — To have an inordinate attachment for money
  • ଦେ. କ୍ରି. (ଆକ୍ଷରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା) — ଅତି କୃପଣ ହେବା — To be very parsimonius or miserly