ପଇସା ଖାଇବା Paisā khāibā

  • ଦେ. କ୍ରି — ଅବୈଧଭାବରେ ଅନ୍ୟର ଧନ ଅପହରଣ ବା ଆତ୍ମସାତ୍ କରିବା — To misappropriate another's money
  • ଦେ. କ୍ରି — ଲାଞ୍ଚ ନେବା — To take bribe
  • ଦେ. କ୍ରି — ଆୟକୁ ନିଜେ ନେବା — To appropriate the income