ପଇବସ୍ତି Paibasti

  • ବୈଦେ. ବି. (କଚିରିଆ) (ଫା. ପୈବସ୍ତ୍=ଜଳ ଆଦି ଦ୍ରବ ପଦାର୍ଥ କୌଣସି ଭୂମିରେ ବା ପଦାର୍ଥେରେ ମାଡ଼ିଯିବା ବା ଭେଦିବା) — ପଟୁ ପଡ଼ି ଆବାଦି ଯୋଗ୍ୟ ହୋଇଥିବା ଭୂମି — Alluvion; land become fit for cultivation by the deposit of riversilt on it
  • ବୈଦେ. ବି. (କଚିରିଆ) (ଫା. ପୈବସ୍ତ୍=ଜଳ ଆଦି ଦ୍ରବ ପଦାର୍ଥ କୌଣସି ଭୂମିରେ ବା ପଦାର୍ଥେରେ ମାଡ଼ିଯିବା ବା ଭେଦିବା) — (ସିକସ୍ତ ପଇବସ୍ତ—ନଈବଢ଼ିରେ ଧୋଇ ହୋଇ ନଦୀ ଗର୍ଭରେ ଯାଇଥିବା ଜମି ଓ ନଈବଢ଼ି ଦ୍ୱାରା ପଟୁ ପଡ଼ିଥିବା ଜମି= — Alluvion & diluvion