ପଇନ୍ତରା Paintarā

  • ଦେ. ବି. (ସଂ. ପଣକୃତ; ପ୍ରା ପଣାଇତ; ହି. ପୈଂତ୍= ଖେଳରେ ବାଜି ରଖିବା) — ମଲ୍ଲଯୁଦ୍ଧ କରିବା ପୂର୍ବରୁ ପ୍ରତ୍ୟେକ ଯୋଦ୍ଧା ବା ମଲ୍ଲଙ୍କର ଛକାଛକି ହୋଇ ବାହୁରେ ଫୁଟୁକି ମାରି ଭିନ୍ନ ଭିନ୍ନ ସ୍ଥାନରେ ଠିଆହେବା ଠାଣି — The preparatory pose of wrestlers before wrestling