ପଇତି Paiti

  • ଦେ. ବି — ମୁଗ, ବିରି, କୋଳଥ ଆଦିର ପାଣିଆ ଡାଲି — Soup or broth of moong or other pulse
  • ଦେ. ବି — ମାରକଣ୍ଡଶର ଚକାପଥର ରଗଡ଼ିଲି ମୁଗଜାଇ ସେହି ମୁଗଜାଇ ପଇତି କଲି ଖାଇଗଲେ ବାପ ଭାଇ। ଢଗ।