ପଇତା ଘର Paitā ghara

  • ଦେ. ବି. — ବ୍ରତ ଉତ୍ସବ; ଉପନୟନ ଉତ୍ସବ; ଦ୍ୱିଜବାଳକର ଯଜ୍ଞୋପବୀତ ସଂସ୍କାର — The ceremony of a twice-born boy of wearing the sacred thread for the 1st time