ପଇଁତିରିଶାଶହେ Paiñtiriṡāṡahe
- ଦେ. ବି. ଓ ବିଣ. (ସଂଖ୍ୟାବାଚକ; ସଂ. ପଞ୍ଚ ତ୍ରିଂଶୋତ୍ତରଶତ) — ଏକ ଶତ ପଇଁତିରିଶ; 135 — ଏକ ଶତ ପଇଁତିରିଶ;135—135; One hundred and thirtyfive
- ଦେ. ବି. ଓ ବିଣ. (ସଂଖ୍ୟାବାଚକ; ସଂ. ପଞ୍ଚ ତ୍ରିଂଶୋତ୍ତରଶତ) — (ଯଥା—ପନ୍ଦର ନୁଆଁ ପଇଁତିରିଶାଶହେ ପଣ ଆଠ କାହାଣ ସାତପଣ ପଣିକିଆ; ଏହିପରି ପଇଁତିରିଶା ଦୁଇଶ (ଶ; ଶଅ; ଶହ)= 235 ) — (ଯଥା—ପନ୍ଦର ନୁଆଁ ପଇଁତିରିଶାଶହେ ପଣ ଆଠ କାହାଣ ସାତପଣ ପଣିକିଆ; ଏହିପରି ପଇଁତିରିଶା ଦୁଇଶ (ଶ; ଶଅ; ଶହ)=235)