ପଅରଦିନ Pa-aradina

  • ଦେ. ବି. (ସଂ. ପରେଦ୍ୟୁଃ) — ପରଶ୍ୱଃ; ଗତ କାଲିର ପୂର୍ବ ଦିନ ଓ ଆଗାମୀ କାଲିର ପର ଦିନ — Day after tomorrow; day before yesterday
  • ଦେ. ବି. (ସଂ. ପରେଦ୍ୟୁଃ) — ମୋ ବାଇଧନ। ପିଠା କରିଦେବି ପଅରଦିନ— କେଳାଙ୍କ ଧୁଡ଼ୁକୀ ଗୀତ।