ପଅଁଷଠୀ Pa-añshaṭhi

  • ଦେ. ବି. ଓ ବିଣ. (ସଂଖ୍ୟାବାଚକ; ସଂ. ପଞ୍ଚଷଷ୍ଟି; ପ୍ରା. ପଞ୍ଚସଠ୍ଠି) — ଷାଠିଏ ଅପେକ୍ଷା 5 ଉର୍ଦ୍ଧ୍ୱ ସଂଖ୍ୟା; 65 — ଷାଠିଏ ଅପେକ୍ଷା5ଉର୍ଦ୍ଧ୍ୱ ସଂଖ୍ୟା;65— Sixty-five; 65