ନୟନ୍ ପରେଟ୍ Nayan pareṭ

  • ବୈଦେ. ବି. (ଇଂ. ଲାଇନ୍=ପଂକ୍ତି+ପାରେଡ଼୍= ସେନାମାନଙ୍କର ବ୍ୟାୟାମ ଅଭ୍ୟାସ) — ସେନାମାନଙ୍କର ପଂକ୍ତିବଦ୍ଧ ହୋଇ ବନ୍ଧୁକ ଆଦି ମାରିବାର ଅଭ୍ୟାସ କରିବା — Military parade
  • ବୈଦେ. ବି. (ଇଂ. ଲାଇନ୍=ପଂକ୍ତି+ପାରେଡ଼୍= ସେନାମାନଙ୍କର ବ୍ୟାୟାମ ଅଭ୍ୟାସ) — ଯେଉଁ ମୁକ୍ତସ୍ଥାନରେ ସେନାମାନେ ବନ୍ଧୁକଆଦି ମାରିବାର ଅଭ୍ୟାସ କରନ୍ତି — A field where soldiers hold military parade or target practice