ନୟନୋତ୍ସବ Nayanotsaba

  • ସଂ. ବି. (ବହୁବ୍ରୀହି; ନୟନ+ଉତ୍ସବ) — ପ୍ରଦୀପ — Lamp
  • ସଂ. ବି. (ବହୁବ୍ରୀହି; ନୟନ+ଉତ୍ସବ) — ନେତ୍ରତୃପ୍ତିକର କୌଣସି ବସ୍ତୁ — Any lovely object
  • ସଂ. ବି. (ବହୁବ୍ରୀହି; ନୟନ+ଉତ୍ସବ) — ସୁନ୍ଦର ବା ପ୍ରିୟ ବସ୍ତୁ ଦେଖିବା ଯୋଗୁଁ ଉତ୍ପନ୍ନ ନୟନର ଆନନ୍ଦ — Delight of the eyes (Apte)
  • ସଂ. ବିଣ. (ବହୁବ୍ରୀହି) — ନେତ୍ରପ୍ରିୟ; ନୟନତୃପ୍ତିକର — Pleasing to the eye