ନୟନ ପେଡ଼ି Nayana peṟḍ̠i

  • ଦେ. ବି. (ସଂ. ନୟନ ଓ ପେଟିକା) — ଯାହା ଆଖିଆଗରେ ନ ଥାଏ ଅଥଚ ସର୍ବଦା କଳ୍ପନାରୂପ ଆଖିଆଗରେ ନାଚୁ ଥାଏ — Any absent thing which dances before one's eyes
  • ଦେ. ବି. (ସଂ. ନୟନ ଓ ପେଟିକା) — ସେ ଶୋଭା କରିଛି ମୋ ନୟନ ପେଡ଼ି। ଭଞ୍ଜ. ସୁବର୍ଣ୍ଣରେଖା।