ନୟନ ଗୋଚର Nayana gochara
- ସଂ. ବିଣ. ( 3 ୟା ତତ୍; ନୟନ+ଗୋଚର=ଇନ୍ଦ୍ରିୟ— ଗ୍ରାହ୍ୟ) — ଚକ୍ଷୁଗୋଚର; ଦେଖାଯିବା; ଦୃଷ୍ଟିର ବିଷୟୀଭୂତ; ଯାହା ଦେଖାଯାଏ — Visible; apparent
- ସଂ. ବିଣ. ( 3 ୟା ତତ୍; ନୟନ+ଗୋଚର=ଇନ୍ଦ୍ରିୟ— ଗ୍ରାହ୍ୟ) — ସମକ୍ଷ; ଯାହା କୌଣସି ବ୍ୟକ୍ତିର ଆଖି ଆଗରେ ଅଛି — Which is before the eyes of a person