ନଡ଼ିଆ ଲଢ଼ାଇବା Naṟḍ̠iā laṟḍhāibā

  • ଦେ. କ୍ରି. — ଦୁଇ ଜଣ ବ୍ୟକ୍ତି ପରସ୍ପର ବିପରୀତ ଦିଗରୁ ଲକ୍ଷ୍ୟ କରି ଆପଣା ଆପଣା ନଡ଼ିଆକୁ ଭୂମିରେ ଗଡ଼େଇବା — (two persons) To cause 2 cocoanuts to roll on the ground from opposite directions so as to strike each other