ନଡ଼ିଆ ବାହୁଙ୍ଗା Naṟḍ̠iā bāhuṅgā

  • ଦେ. ବି. — ନଡ଼ିଆ ଗଛର ଡାଳ — Cocoanut branches
  • ଦେ. ବି. — [ଦ୍ର—ଏହା ଜାଳ ହୁଏ ଏବଂ ଏହାର ମେରୁଦଣ୍ଡରୁ ଘର ଛପର ଓ ବାଡ଼ି ସକାଶେ ବତା ହୁଏ।]